ବଢୁଥିବା କୋଲେଷ୍ଟ୍ରଲକୁ କମାଇବାକୁ ଚାହୁଁଛନ୍ତି କି? ଏବେହିଁ ଆପଣାନ୍ତୁ ଏହି ଘରୋଇ ଉପଚାର
ଖରାପ ଜୀବନ ଶୌଳୀ ହେତୁ ଆଜିର ସମୟରେ କୋଲେଷ୍ଟ୍ରଲ ବୃଦ୍ଧି ସ୍ୱାସ୍ଥ୍ୟ ପାଇଁ ଏକ ବଡ ସମସ୍ୟା ପାଲଟିଛି । ଶରୀରରେ ଅଧିକ କୋଲେଷ୍ଟ୍ରଲ ହୃଦଘାତ, ମଧୁମେୟ,ଉଚ୍ଚ ରକ୍ତଚାପ ଭଳି ରୋଗ ହେବାର ଆଶଙ୍କାକୁ ବଢାଇଥାଏ । ତେବେ ଏହାର…