fbpx

କଣ୍ଟେନମେଣ୍ଟ ଜୋନରେ ଘୋଷଣା ହେଲା ବଡ଼ମ୍ବା ଥାନା

ଆଠଗଡ଼,୨୮ ।୬(ଓଡିଶା ଭାସ୍କର): କଟକ ଜିଲ୍ଲା ଆଠଗଡର ବଡ଼ମ୍ବା ଥାନାକୁ କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷଣା ହୋଇଛି । ଆଇଆଇସି କରୋନା ପଜିଟିଭ୍ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହା ସହ ଥାନାରେ ଥିବା ୭ କର୍ମଚାରୀ ଏବଂ ଥାନା ଗାଡ଼ି ଚାଳକଙ୍କର ସ୍ୱାବ୍ ଟେଷ୍ଟ୍ କରାଯିବ । ସେହିପରି ଗୁରୁଡ଼ିଝାଟିଆ ଓ ଖୁଣ୍ଟୁଣି ଥାନା କର୍ମଚାରୀଙ୍କ ମଧ୍ୟ ନମୂନା ପରୀକ୍ଷା ହେବ । ଏନେଇ ଚୌଦ୍ୱାର୍ ଏସଡିପିଓ ପ୍ରଶାନ୍ତ ମଲ୍ଲ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.