fbpx
BJD
BJD SKY
BJD SKY

ରେସଲିଂ କ୍ୱାର୍ଟରରେ ବଜରଙ୍ଗ ପୁନିଆ, ଭାରତକୁ ଗୋଲ୍ଡ ଦେବାର ଆଶା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ୧୫ତମ ଦିବସ । ଗୋଟିଏ ପଟେ ଭାରତୀୟ ମହିଳା ହକି ଟିମର ସଂଘର୍ଷପୂର୍ଣ୍ଣ ପରାଜୟ ହୋଇଥିବା ବେଳେ ଅନ୍ୟପଟେ ରେସଲିଂରେ ସାନଦାର୍ ପ୍ରଦର୍ଶନ କରିଛନ୍ତି ବଜରଙ୍ଗ ପୁନିଆ । ରେସଲିଂ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ବଜରଙ୍ଗ ପୁନିଆ । ୬୫ କେଜି ଫ୍ରିଷ୍ଟାଇଲ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି ବଜରଙ୍ଗ । ବଜରଙ୍ଗ ପ୍ରଥମ ରାଉଣ୍ଡରେ ୩-୧ରେ ଜିତିଛନ୍ତି । ସେ କିର୍ଗିଜସ୍ତାନର ଅରନାଜର ଅକତାତାଲିଏଭଙ୍କୁ ହରାଇବା ସହ ଭାରତକୁ ଗୋଲ୍ଡ ଦେବାର ଆଶାକୁ ଦ୍ୱିଗୁଣିତ କରିଛନ୍ତି ।

Get real time updates directly on you device, subscribe now.