fbpx

ଭୂମିହୀନ ଚାଷୀଙ୍କ ପାଇଁ ବଳରାମ ଯୋଜନା

ଭୁବନେଶ୍ୱର, ୨/୭(ଓଡିଶା ଭାସ୍କର): ରାଜ୍ୟର ଭୂମିହୀନ ଚାଷୀଙ୍କ ପାଇଁ ଆରମ୍ଭ ହେବ ବଳରାମ ଯୋଜନା। ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ଋଣ ଦିଆଯିବ। ଏହି ଯୋଜନାରେ ପ୍ରାୟ ୧୦୪୦ କୋଟି ଟଙ୍କାର ଋଣ ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜଏଣ୍ଟ ଲିଆବିଲିଟି ଗ୍ରୁପ ମାଧ୍ୟମରେ ଋଣ ଯୋଗାଣ କରାଯିବ। ପ୍ରାୟ ୭ଲକ୍ଷ ଚାଷୀ ଏଥିରେ ଉପକୃତ ହେବେ। ରାଜ୍ୟସ୍ତରୀୟ ଇମେଜ ଓ ଜିଲ୍ଲାସ୍ତରରେ ଆତ୍ମା କାର୍ଯ୍ୟକ୍ରମର ସଂଯୋଜନା କରିବେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ଏହିପରି ନିଷ୍ପତି ନିଆଯାଇଛି।

Get real time updates directly on you device, subscribe now.