fbpx

ଭିଜିଲାନ୍ସ ଜାଲରେ ବାଲେଶ୍ୱର ଡିଇଓ ଅଫିସ୍ କିରାଣି

ବାଲେଶ୍ୱର: ରାଜ୍ୟରେ ଦୁର୍ନୀତିକୁ କାବୁ କାରିବା ପାଇଁ ଭିଜିଲାନ୍ସ ଟିମ ସକ୍ରିୟ ହୋଇଛି। ତେବେ ବର୍ତ୍ତମାନ ବାଲେଶ୍ୱର ଡିଇଓ ଅଫିସ୍ କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। କିରାଣି ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସର ରେଡ ଜାରି ରହିଛି। ଶେରଗଡ଼ ଛକସ୍ଥିତ ମାର୍କେଟ୍ କମ୍ପେ୍ଲକ୍ସରେ ଚଢାଉ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି ରହିଛି। ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଛାନଭିନ୍ ଜାରି ରହିଛି।

 

Get real time updates directly on you device, subscribe now.