fbpx
BJD SKY
BJD SKY

ବରଗଡ଼: ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

BJD

ଓଡ଼ିଶା ଭାସ୍କର: ବରଗଡ଼ ପାଇକମାଳ ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ପୋଲିସ-ମାଓବାଦୀ । ଫଳରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି। ଏହାକୁ ନେଇ କମ୍ବିଂ ଅପରେସନ ମଧ୍ୟ ଜାରି ହୋଇଛି। ଅପରପକ୍ଷେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ଯାଉଥିବା ସୂଚନା ରହିଛି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ କିଛି ସମୟ ମଧ୍ୟରେ ସଠିକ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

Get real time updates directly on you device, subscribe now.