fbpx

ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌; ଜଣେ ଗିରଫ, ୪ଲକ୍ଷ ୨୬ହଜାର ଜବତ

ବରଗଡ଼: ( ଓଡ଼ିଶା ଭାସ୍କର ) ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ । ଜଣେ ଲୁଟେରା ଗିରଫ ହେବା ସହ, ୪ ଲକ୍ଷ ୨୬ ହଜାର ଟଙ୍କା ଜବତ ହୋଇଛି । ଲୁଟେରା ନିକଟରୁ ୫ଟି କାର୍‌, ୨ଟି ବାଇକ୍‌, ୭ ମୋବାଇଲ୍‌ ଜବତ ।

ଗିରଫ ଅଭିଯୁକ୍ତ ନାଁରେ ଅନ୍ୟ ଜିଲ୍ଲାରେ ୧୮ଟି ମାମଲା ରହିଛି । ୯ ଲକ୍ଷରୁ ଅଧିକ ଲୁଟ୍‌ ହୋଇଥିଲା, ଆଉ ଜଣଙ୍କୁ ଖୋଜୁଛି ପୋଲିସ ।

Get real time updates directly on you device, subscribe now.