fbpx

ଆପଣ ବ୍ରେଡ ଚାହା ଖାଉଛନ୍ତି କି ହୋଇଯାଆନ୍ତୁ ସାବଧାନ: ନଚେତ୍ ଭୋଗି ପାରନ୍ତି ଏହି ସବୁ ସମସ୍ୟା

ଅନେକ ଲୋକଙ୍କର ସକାଳେ କିମ୍ବା ସନ୍ଧ୍ୟାରେ ଚାହା ପିଇବାର ଅଭାସ୍ୟ ରହିଥାଏ । ସେହିପରି କିଛି ଲୋକ ଚାହା ସହିତ ବିସ୍କିଟ୍ କିମ୍ବା ବ୍ରବେଡ ଖଆଇବାକୁ ମଧ୍ୟ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହି ବ୍ରେଡ ଚାହା ଖାଇବା ଦ୍ୱାରା ଏହା ଆମ ଶରୀରରେ ଅନେକ ଗଭିର ରୋଗ ହେବାର ଆଶଙ୍କା ରହିଥାଏ । ବର୍ତ୍ତମାନ ।ସନ୍ତୁ ଜାଣିବା ବ୍ରେଡ ଚାହା ଖାଇବା ଦ୍ୱାରା କଣ ସମସ୍ୟା ହୋଇଥାଏ ।

ଓଜନବୃଦ୍ଧି: ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ବ୍ରେଡ ଚାହା ଖାଇବା ଦ୍ୱାରା ଏହା ଆମ ଶରୀରରେ ମେଦବହୁଳତା ବୃଦ୍ଧି କରିଥାଏ । କାରଣ ବ୍ରେଡ ଖାସ କରି ମଇଦାରେ ତିଆରି ହୋଇଥାଏ ଏତିସହିତ ଏଥିରେ ଅନେକ ପ୍ରକାର କେମିକାଲ ରହିଥାଏ । ଯାହା ଶରୀରରେ ଓଜନ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।

ବ୍ଲଡପ୍ରେସର ବୃଦ୍ଧି: ମଧୁମେହ ରୋଗୀଙ୍କ ପାଇଁ ଚାହା ସହିତ ବ୍ରେଡ ଖାଇବା ବହୁତ କ୍ଷତିକାରକ ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ଏହା ଶରୀରରେ ଉଚ୍ଚରକ୍ତଚାପ ବୃଦ୍ଧି କରିଥାଏ । ଯାହାଫଳରେ ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଏ ।

ପେଟରେ ଛାଲ ସୃଷ୍ଟି ହୋଇଥାଏ:ଯଦି ଆପଣ ସକାଳୁ ଚାହା ସହ ବ୍ରେଡ ଖାଇଆନ୍ତି ତେବେ ଏହା ପେଟରେ ଛାଲ ସୃଷ୍ଟି କରିଥାଏ । କାରଣ ଚାହା ସେବନ କରିବା ଦ୍ୱାରା ଏସିଡିଟି ସମସ୍ୟା ମଧ୍ୟ ହୋଇଥାଏ । ତଣେୁ ଆପଣ ଚାହା ସହ ବ୍ରେଡ ସେବନ କରନ୍ତୁ ନାହିଁ ।

Get real time updates directly on you device, subscribe now.