fbpx

ଘୋଷଣା ହେଲା ନୋବେଲ ପୁରସ୍କାର: ମେଡିସିନ କାଟାଗୋରୀରେ ସ୍ୱାନ୍ତେ ପାବୋ ସମ୍ମାନିତ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ପ୍ରତିଷ୍ଠିତ ଆୱାର୍ଡ ମଧ୍ୟରେ ନୋବେଲ ପୁରସ୍କାର ଘୋଷଣା କରି ଦିଆଯାଇଛି । ଚଳିତବର୍ଷ ଫିଜିଓଲୋଜି ଏବଂ ମେଡିସିନ ବିଭାଗରେ ସ୍ୱାନ୍ତେ ପାବୋଙ୍କୁ ମିଳିଛି ସମ୍ମାନ । ମେଡିସିନ କ୍ଷେତ୍ରରେ ଅନେକ ସଫଳତା ଏବଂ ତାଙ୍କର ଚେଷ୍ଟା ଯୋଗୁଁ ଆଜି ତାଙ୍କୁ ନୋବେଲ ପୁରସ୍କାରରେ ପୁରସ୍କୃତ କରାଯାଇଛି ।

Get real time updates directly on you device, subscribe now.