fbpx

ରିଲିଜ୍‌ ପୂର୍ବରୁ ଅଡୁଆରେ ଷ୍ଟାଇଲିଷ୍ଟ ଷ୍ଟାର ଅଲ୍ଲୁ ଅର୍ଜୁଙ୍କ ଫିଲ୍ମ ‘ପୁଷ୍ପା’, ମେକର୍ସଙ୍କ ବିରୋଧରେ ଆସିଲା ଅଭିଯୋଗ

ମୁମ୍ବାଇ (ଭାସ୍କର ନ୍ୟୁଜ୍‌): ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ମୋଷ୍ଟ ୱାଣ୍ଟେଡ ଫିଲ୍ମ ‘ପୁଷ୍ପା-ଦ ରାଇଜ’ ଆସନ୍ତା ୧୭ ତାରିଖରେ ରିଲିଜ୍‌ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ମିଳିଥିବା ଖବରରୁ ଜଣାପଡିଛି ମେକର୍ସଙ୍କ ବିରୋଧରେ ଅଭିଯୋଗ ହୋଇଛି । କୁହାଯାଇଛି କି ମେକର୍ସଙ୍କ ଯୋଗୁ ଲୋକଙ୍କ ଜୀବନ ବିପଦକୁ ଯାଉଛି । ଜନ ସାଧାରଣ ବି କହିଛନ୍ତି ଫିଲ୍ମ ରିଲିଜ୍‌ ହେଲେ ଅସୁବିଧା ଉପୁଜିପାରେ ।

ସୂଚନାଯୋଗ୍ୟ, ରବିବାର ଫିଲ୍ମର ପ୍ରି-ରିଲିଜ୍‌ କାର୍ଯ୍ୟକ୍ରମ ପାଇଁ ନିର୍ମାତା କେବଳ ୫ ହଜାର ଲୋକଙ୍କୁ ଅନୁମତି ଦେଇଥିଲେ । ହେଲେ ପୋଲିସ ଅଭିଯୋଗ କରିଛି କି ମେକର୍ସ ପ୍ରି-ରିଲିଜ କାର୍ଯ୍ୟକ୍ରମ ପାଇଁ ୧୫ ହଜାରରୁ ଅଧିକ ପାସ୍‌ ବାଣ୍ଟିଥିଲେ । ଏହାଦ୍ୱାରା କରୋନା ନିୟମର ଖୋଲା ଖୋଲି ଉଲ୍ଲଂଘନ ହୋଇଥିବା ଅଭିଯୋଗ କରାଯାଇଛି । ଏଥିପାଇଁ ମେକର୍ସଙ୍କ ନାମରେ ଅଭିଯୋଗ ହୋଇଛି । ତେଣୁ କୁହାଯାଇଛି କି ମେକର୍ସଙ୍କ ପାଇଁ ସାଧାରଣ ଲୋକଙ୍କ ଜୀବନ ବିପଦକୁ ଯାଉଛି । ଆଗକୁ ଫିଲ୍ମ ରିଲିଜ୍‌ ହେଲେ ଏହି ଅସୁବିଧା ଦେଖାଯିବା ସହ କରୋନା ସଂକ୍ରମଣ ବୃଦ୍ଧିର ଆଶଙ୍କା କରାଯାଉଛି । ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ମୋଷ୍ଟ ୱାଣ୍ଟେଡ ଫିଲ୍ମ ‘ପୁଷ୍ପା-ଦ ରାଇଜ’ ଆସନ୍ତା ୧୭ ତାରିଖରେ ରିଲିଜ୍‌ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ମିଳିଥିବା ଖବରରୁ ଜଣାପଡିଛି ମେକର୍ସଙ୍କ ବିରୋଧରେ ଅଭିଯୋଗ ହୋଇଛି । କୁହାଯାଇଛି କି ମେକର୍ସଙ୍କ ଯୋଗୁ ଲୋକଙ୍କ ଜୀବନ ବିପଦକୁ ଯାଉଛି । ଜନ ସାଧାରଣ ବି କହିଛନ୍ତି ଫିଲ୍ମ ରିଲିଜ୍‌ ହେଲେ ଅସୁବିଧା ଉପୁଜିପାରେ । ସୂଚନାଯୋଗ୍ୟ, ରବିବାର ଫିଲ୍ମର ପ୍ରି-ରିଲିଜ୍‌ କାର୍ଯ୍ୟକ୍ରମ ପାଇଁ ନିର୍ମାତା କେବଳ ୫ହଜାର ଲୋକଙ୍କୁ ଅନୁମତି ଦେଇଥିଲେ ।

Get real time updates directly on you device, subscribe now.