fbpx

ପୁରୀ ହେବ ଭିକାରିମୁକ୍ତ

ପୁରୀ, ୨ା୩(ଓଡ଼ିଶା ଭାସ୍କର): ପୁରୀକୁ ସମ୍ପୂର୍ଣ୍ଣ ଭିକାରିମୁକ୍ତ କରିବାକୁ ଏକ ଛୋଟ ପ୍ରୟାସ କରାଯାଇଛି । ସେଠାରେ ଭିକାରିମୁକ୍ତ କରିବା ପାଇଁ ନୀଳାଦ୍ରି ନିଳୟ ଯୋଜନା କରାଯାଇଛି । ଏହି ଯୋଜନା ଅନୁସାରେ ପୁରୀ ଜିଲ୍ଲାର ୮ଟି ସ୍ଥାନରେ ନୀଳାଦ୍ରି ନିିଳୟ ଗୃହ କରାଯିବ । ପ୍ରତି ଗୃହରେ ୫୦ଭିକାରିଙ୍କ ପାଇଁ ବ୍ୟବସ୍ଥା କରାଯିବା ନେଇ ସୂଚନା ରହିଛି । ଏନେଇ ପୁରୀ ଜିଲ୍ଳା ପ୍ରଶାସନ ପକ୍ଷରୁ ୬୦୦ ଭିକାରି ଚିହ୍ନଟ ମଧ୍ୟ ହୋଇ ସାରିଛନ୍ତି ।

Get real time updates directly on you device, subscribe now.