fbpx

ବ୍ରହ୍ମପୁର ମହାନଗର ନିର୍ବାଚନ: ୨୫୦ ବୁଥ୍‌ରେ ହେବ ମତଦାନ, ୯୬ଟି ସମ୍ବେଦନଶୀଳ ବୁଥ୍ ଉପରେ ପୋଲିସ ଫୋକସ୍

ବ୍ରହ୍ମପୁର, (ଭାସ୍କର ନ୍ୟୁଜ): ସହରର କିଛି ୱାର୍ଡର ବୁଥ୍‌ ପରିଦର୍ଶନ କଲେ ଏସ୍ପି ପିଇବା ପାଣିଠାରୁ ଆରମ୍ଭ କରି ଫାଷ୍ଟଏଡ୍‌ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ରହିବ । ବ୍ରହ୍ମପୁର ମହାନଗର ନିଗମରେ ହେବାକୁ ଥିବା ୨୫୦ଟି ବୁଥ୍‌ ମଧ୍ୟରୁ ବିଭିନ୍ନ ପ୍ରାନ୍ତର ପ୍ରାୟ ୯୬ଟି ବୁଥକୁ ସମ୍ବେଦନଶୀଳ ଏବଂ ୫୯ଟି ବୁଥକୁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଉକ୍ତ ବୁଥ୍‌ ଗୁଡିକ ଉପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ହେବା ସହ ଏଗୁଡିକ ଉପରେ ପ୍ରଶାସନ ଏବଂ ପୋଲିସର ସ୍ୱତନ୍ତ୍ର ନଜର ରହିବ ।

ମହାନଗର ନିର୍ବାଚନକୁ ଆଉ ମଝିରେ ମାତ୍ର ୩ଦିନ ସମୟ ଭଳିଥିବା ବେଳେ ଏ ନେଇ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ସମାପନ ପାଇଁ ଯଥାସାଧ୍ୟ ବ୍ୟବସ୍ଥା ହୋଇଛି । ବ୍ରହ୍ମପୁର ସହରରେ ଥିବା ୪୨ଟି ୱାର୍ଡ ମଧ୍ୟରେ ୨୫୦ଟି ହୁଏ ବିଭିନ୍ନ ଆଳରେ କରାଯାଇଛି । ସେଥିମଧ୍ୟରୁ ଅନେକ ବୁଥ ବିଦ୍ୟାଳୟରେ ଗୁଡିକରେ ରହିଛି । କିଛି ବିଦ୍ୟାଳୟରେ ଥିବା ବୁଥ ଗୁଡିକୁ ପିଙ୍କ ବୁଥ୍‌ ଏବଂ ମୋଡାଲ୍‌ ବୁଥ ଭାବେ ରଖାଯାଇଛି । ସେଗୁଡିକ ମଧ୍ୟରେ ଅସ୍ତ କୋଚ ବିନାୟକ ଆଚାର୍ଯ୍ୟ ସ୍ମୃତି ମୁନିସିାଲଟି । ବ୍ରହ୍ମପଚର ମହାନଗର ନିଗମ ହିଂସା ନ ପଟ ସେପ୍ରତି ଗୁରୁତ୍ୱ ଦିଆଯାଇ ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ।

ହୋଲି ପରଠାରୁ ବ୍ରହ୍ମପୁର ଏସପି ପିନାକ ମିଶ୍ର ବ୍ରହ୍ମୁର ସହରର କିଛି ସବେଦନ ଶୀଳ ଏବଂ ଅତି ସମ୍ବେଦନଶୀଳ ଅଞ୍ଚଳରେ ଥିବା ହୁଅ ଗୁଡିକ ପରିଦର୍ଶନ କରିଥିଲେ । ସେ ବିଜିପୁର, ଶ୍ରୀରାମ ନଗର , ବୈକୁଣ୍ଠ ନଗର ଏବଂ ଅନ୍ୟାନ୍ୟ କିଛି ଆଳ ଦୁଇ ସେହି ଆଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ବୁଝିବା ସହ ସ୍ଥାନୀୟ କିଛି ଲୋକଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହ ଟାଳନ ଏସଡି ପିଓ ବିଷ୍ଣୁ ପ୍ରସାଦ ପଢି ଏବଂ ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ରୂତି ଉପସ୍ଥିତ ଥିଲେ । ଏହି ସପ୍ତାହ ମଧ୍ୟରେ ଏସପି ସହରର ସମସ୍ତ ସମ୍ବେଦନଶୀଳ ଏବଂ ଅତିସମ୍ବେଦନଶୀଳ ବୁଥ ଅଞ୍ଚଳ ବୁଲିବେ ବୋଲି ଜଣାପଡ଼ିଛି । ଭାବେ ମଳିଳାଙ୍କ ପାଇଁ ଉଦ୍ଦିଷ୍ଟ ରଖାଯିବ ଏବଂ ଏରେ ପୁଳ ଅଫିସରଙ୍କଠାରୁ ଆରମ୍ଭ କରି ପ୍ରକାଇଟି ଅଫିସର ଏବଂ ପୁଲିସ କର୍ମଚାରୀ ମହିଳା ହିଁ ରହିବେ । ସେହିପରି ଏହି ସ୍କୁଲ ଗୁଡିକରେ ମୋଟେଲ୍‌ ବୁଥ୍‌ ମଧ୍ୟ ରହିବ । ମୋଡେନ୍‌ ବୁଥ୍‌ ଗୁଡିକରେ ଲୋକଙ୍କ ପାଇଁ ବଡବଜାର , ଗୋସାଣୀ ନୂଆଗାଁ , ପୁରୁଣା । ବ୍ରହ୍ମୁର ନୂଆ ବସଷ୍ଟାଣ୍ଡ ଏବଂ ଆସ୍କା ରୋଡ୍‌ ଆଞ୍ଚଳର କିଛି ବୁଥ୍‌ ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଛି । ଏହି ବୁଥ୍‌ ଗୁଡିକରେ ଯେପରି କୌଣସି ରାଜନୈତିକ ସ୍କୁଲ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆତ୍ମା ଭୋଡ , ବିଏମସି ସମ୍ମୁଖରେ ଥିବା ସରକାରୀ ସେ ବାଳିକା ବିଦ୍ୟାଳୟ ଗିରିରୋଡରେ ଥିବା କିରିଗିରି ସରକାରୀ ସେକେଶରୀ ବାଳିକା ଟ୍ରେନିଂ ସ୍କୁଲ ଏବଂ ମେଡିକାଲ କ୍ୟାମ୍ପସ ମଧ୍ୟରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି ।

Get real time updates directly on you device, subscribe now.