fbpx

ମୂଳା ପତ୍ର ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ଲାଭ, ଜାଣନ୍ତୁ

ସ୍ୱାସ୍ଥ୍ୟ ପାଇଁ ମୂଳା ଅତ୍ୟନ୍ତ ଲାଭଦାୟକ । ଏହା ଶୀତ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଆପଣ ଏହାକୁ ନିଶ୍ଚିତ ସେବନ କରନ୍ତୁ । ମୂଳାକୁ ରୋଷେଇରେ ଓ ସାଲାଡରେ ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣନ୍ତି କି, ଏହାର ପତ୍ରରେ ବି ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ । ଏଥିରେ କ୍ୟାଲସିୟମ୍, ଫୋଲିକ୍ ଏସିଡ୍, ଭିଟାମିନ୍ ସି ଆଦି ଉପାଦାନ ଥାଏ । ତେବେ ଆସନ୍ତୁ ଜାଣିବା ଏହାର ସେବନ ଦ୍ୱାରା କ’ଣ ଲାଭ ମିଳିଥାଏ…

– ଯଦି ଆପଣ ମୂଳା ପତ୍ର ଖାଆନ୍ତି, ତେବେ ଏହା ରକ୍ତକୁ ଶୁଦ୍ଧ କରିଥାଏ ।

– ମୂଳା ପତ୍ର ରସ ଜଣ୍ଡିସରେ ଉପକାରୀ ହୋଇଥାଏ ।

– ଯଦି ଆପଣ ମୂଳା ପତ୍ର ଖାଆନ୍ତି, ତେବେ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

– ମୂଳା ପତ୍ରରେ ଫାଇବରରେ ଭରପୂର ମାତ୍ରାରେ ରହିଥାଏ, ତେଣୁ ଏହାକୁ ଖାଇବା ଉଚିତ୍ ।

Get real time updates directly on you device, subscribe now.