fbpx

ମଣିଷ ପରି ଦେଖାଯାଉଛି ଏହି ମାଛ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାରର ଅଜବଗଜବ ଜିନିଷ ରହିଛି । ଯାହା ଆଖିରେ ନଦେଖିଲେ େକେହି ବି ବିଶ୍ୱାସ କରନ୍ତି ନାହିଁ । ଏମିତି ଅନେକ ଜୀବଜନ୍ତୁ ରହିଛନ୍ତି ଯାହା ଆମକୁ ଆଶ୍ଚର୍ଯ୍ୟ ହେବା ପାଇଁ ବାଧ୍ୟ କରିଦେଉଛନ୍ତି । ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଗୋଟିଏ ମାଛ ପାଣିରେ ପହଁରୁଛି । ତେବେ ଆପଣ ମାନେ ଭାବୁଥିବେ ମାଛଟି ପାଣିରେ ପହଁରିବାରେ ଆଶ୍ଚର୍ଯ୍ୟ କରିବାପରି ଜିନିଷ କଣ ରହିଛି ? କଥା ଟି ହେଉଛି ଏହି ମାଛଟି ଦେଖିବାକୁ ମଣିଷ ପରି । ତା ମୁହଁଟି ଠିକ୍ ମଣିଷ ପରି ଦେଖାଯାଉଛି । ଯଦି ଆପଣ ମାନଙ୍କୁ ବିଶ୍ୱାସ ହେଉନି ତେବେ ଆପଣ ଭାଇରାଲ ହେଉଥିବା ଭିଡିଓଟିକୁ ଦେଖି ଦିଅନ୍ତୁ । ନିଶ୍ଚୟ ଭାବରେ ମନରୁ ଶଙ୍କା ଦୁର ହୋଇଯିବ ।

Get real time updates directly on you device, subscribe now.