fbpx

Bengaluru: ଡିସେମ୍ବର ୧୭ ଓ ୧୮ରେ କିଛି ଅଞ୍ଚଳରେ ହେବ ପାୱାର କଟ୍, ଦେଖନ୍ତୁ ପ୍ରଭାବିତ ଅଞ୍ଚଳର ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ଡିସେମ୍ବର ମାସ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁର କିଛି ଅଞ୍ଚଳରେ ପାୱାର କଟ୍ ହେବ । ସକାଳ ୧୦ଟାରୁ ଅପରାହ୍ଣ ୩ଟା ମଧ୍ୟରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ବାଙ୍ଗାଲୋର ଇଲେକ୍ଟ୍ରିସିଟି ସପ୍ଲାଏ କମ୍ପାନୀ ଲିମିଟେଡ (ବେସକମ) ପକ୍ଷରୁ ପ୍ଲାନିଂ କରାଯାଇଛି । କର୍ଣ୍ଣାଟକ ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (କେପିଟିସିଏଲ) ପକ୍ଷରୁ ସହରରେ ଜାରି ଜାରି ରହିଥିବା ତ୍ରୈୟମାସିକ ମେଣ୍ଟେନାନ୍ସ କାର୍ଯ୍ୟକୁ ଦୃଷ୍ଟିରେ ରଖି ଏହି ପାୱାର କଟ୍ ଶିଡ୍ୟୁଲ କରାଯାଇଛି ।

ଡିସେମ୍ବର ୧୭ରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲିଷ୍ଟ:

ହୋସାକୋତେ, ଏୟାର, ଲାକୋଣ୍ଡାନାହାଲି, ଗଟାଗନବି, ଦଶରହାଣୀ ଓ ଆଖପାଖ ଅଞ୍ଚଳ, ଇଲେକ୍ଟ୍ରୋନିକ ସିଟି ଫେଜ-୨, ବୀରସାନ୍ଦ୍ରା, ଡୋଡାନାଗାମଙ୍ଗଳା, ଅନନ୍ଥନଗର, ଶାନ୍ତିପୁରା, ଇଏଚଡି ବାୟୋକନ, ଇଏଚଟି ଟେକମହିନ୍ଦ୍ରା, ଇଏଚଡି ଟାଟା ବିପି ସୋଲାର, ଚୋକାସାନ୍ଦ୍ରା, ସାଲାପୁରିଆ ଟାୱାର, ବିଗ ବଜାର, ଆସେଞ୍ଚର, କେଏମଏଫ ଗୋଡାଉନ, ନଞ୍ଜାପା ଲେଆଉଟ, ନ୍ୟୁ ମିକୋ ରୋଡ଼, ଚିକାଲକ୍ଷ୍ମୀ ଲେଆଉଟ, ମହାଲିଙ୍ଗେଶ୍ୱର ବଡାଭାନେ, ବାଙ୍ଗାଲୋର ଡାଏରୀ, ରଙ୍ଗଦସପା ଲେଆଉଟ୍, ଲାକାସାନ୍ଦ୍ରା, ୱିଲସନ ଗାର୍ଡନ, ଚିନ୍ନାୟାନା ପାଲ୍ୟା, ଚନ୍ଦ୍ରାପା ନଗର, ବନ୍ଦେ ସ୍ଲମ, ସୁନାକଲ ଫୋରମ, ବୃନ୍ଦାବନ ସ୍ଲମ, ଏନଡିଆରଆଇ-ପୋଲିସ କ୍ୱାର୍ଟର୍ସ, ଅଷ୍ଟମ ବ୍ଲକ, ସପ୍ତମ ବ୍ଲକ ଅଦୁଗୋଡି, ଏନଡିଆରଆଇ ଏନଆଇଏଏନପି, ସେଣ୍ଟ ଜନ ହସ୍ପିଟାଲ, ମିକୋ ବୋସ୍କ, ଜେଏନସି ଆଖାପାଖ, ସପ୍ତମ ବ୍ଲକ କେଏଚବି କଲୋନୀ, କୋରାମଙ୍ଗଳା ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ବ୍ଲକ, ମାରୁଥି ନଗର, ଦାବସ କଲୋନୀ, ପୁରୁଣା ମାଦିଭଲା, ଓରାକଲ, ମାଦିଭଲା, ଚିକା ଆଦୁଗୋଡ଼ି, କ୍ରିଷ୍ଣା ନଗର ଶିଳ୍ପାଞ୍ଚଳ, ଦାଭନାମ ଜୁଏଲର୍ସ, ନିମହନ୍ସ, କିଡୱାଇ, ଜୟନଗର-ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ନବମ ଟି ବ୍ଲକ ସମେଶ୍ୱରନଗର, ୱିଲସନ ଗାର୍ଡନ, ଆସେଞ୍ଚର ଆଇବିସି ଟେକ ପାର୍କ, ବ୍ୟାନରଘାଟ୍ଟା ରୋଡ଼, ଆରଭି ରୋଡ଼, ଏମଏନକେ ପାର୍କ, ଗାନ୍ଧି ବଜାର, ଦେବସାନ୍ଦ୍ରା, ଚିକାବଲାପୁର ତାଲୁକ, ବିଜୟାପୁର, ତୁବାଗେରେ, ମଦରସବରଡୋଡି, ଲାକାସାନ୍ଦ୍ରା, ଗୁଙ୍ଗାରାହାଲି, ସୁଗାନାହାଣି, ଲକ୍ଷ୍ମୀପୁର, ସୂର୍ଯ୍ୟନଗର ଓ ଆଖାଆଖ ଅଞ୍ଚଳ ।

ଡିସେମ୍ବର ୧୮ରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲିଷ୍ଟ:

ଆଟିବେଲେ ଲାଇନ, ସମନ୍ଦର ଲାଇନ, ଏରିଆଜ ଫିଡିଂ ଫ୍ରମ ଆନେକଲ, ଜିଗନି ଲିଙ୍କ ରୋଡ଼ ଶିଳ୍ପାଞ୍ଚଳ ଆଖପାଖ ଏରିଆ, ଇଏଚଟି କେଟିଟିଏମ, ଚନ୍ଦପୁର, ହାଲେ ଚନ୍ଦାପୁରା, ନେରାଲୁରୁ, କୀର୍ତ୍ତି ଲେଆଉଟ, ମୁଥାନାଲୁରା ଓ ଆଖାପାଖ ଅଞ୍ଚଳ ଫିଡିଂ ଫ୍ରମ ଚାନ୍ଦପୁର ଷ୍ଟେସନ, ମାଇସାନ୍ଦ୍ରା, ୟାଦୁଭିନାହାଲି ଅଞ୍ଚଳ, ବୋମାସାନ୍ଦ୍ରା ଶିଳ୍ପାଞ୍ଚଳ, ବୀରସାନ୍ଦ୍ରା, ୟାରଣ୍ଡାନାହାଲି ଓ ଅନନ୍ଥନଗର, ଦାବସପେଟ, ନିଲାମଙ୍ଗଳା, ଥ୍ୟାମାଗୋଣ୍ଡଲୁ, ଟି ବେଗୁର, ହାୟରହାଲି, ଆଭରାହାଲି, ଏସକେ ଷ୍ଟିଲ (ଇଏଚଟି), ଜିନ୍ଦଲ (ଇଏଚଟି), ବି. ଦାବାସପେଟ ସବ ଡିଭିଜନ ଏରିଆ, ବେଗୁର ସବଷ୍ଟେସନ, ଥ୍ୟାମଗୋଣ୍ଡଲୁ ସବଷ୍ଟେସନ, ଆଲୁର ସବଷ୍ଟେସନ, ଏଓ ସ୍ମିଥ, ଭୋରୁଖା, ଅର୍ଚିଡ ଲାମିନେଟ୍ସ, ସେଣ୍ଟ ଗୋବିନ, ଡାଉନ ଷ୍ଟ୍ରିମ ଅଫ୍ ଭ୍ରୁଶାଭବାଥୀ, ଚନ୍ଦ୍ର ଲେଆଉଟ, ସାର ଏମଭି ଲେଆଉଟ, କେଙ୍ଗେରି, ମହୀଶୁର ରୋଡ଼ ଆଖପାଖ ଅଞ୍ଚଳ, ଆରଆର ନଗର, ନୟନ୍ଦାନାହାଲି, ବ୍ୟାତାରାୟାନାପୁର, ଡୋଡଥାଗୁର, ବୋମାନାହାଲି, ଏନଜେଆର ଲେଆଉଟ୍, ଚିକଥୋଗୁର, ହୋଙ୍ଗସାନ୍ଦ୍ରା, କୋନାପାନା ଆଗ୍ରାହାରା, ଆଜେକ୍ସ ରୋଡ଼ର ୧୦ ପ୍ରତିଶତ ପ୍ରଭାବିତ ହେବ, ଅନୁସୋଲାର ରୋଡ଼, ଚେୟାରେ ଫ୍ୟାକ୍ଟ୍ରି ରୋଡ଼, ମହୀଶୁର ଇଞ୍ଜିନିୟରିଂ ରୋଡ଼ ଓ ସନରାଇଜି କାଷ୍ଟିଂ ରୋଡ଼ ତୃତୀୟ ଫେଜ୍ ।

Get real time updates directly on you device, subscribe now.