fbpx
BJD SKY
BJD SKY

ଭଦ୍ରକ: ନିଆଁ ଲାଗି ଜଳିଗଲା ୧୫ଟି ଦୋକାନ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

BJD

ଭଦ୍ରକ: (ଓଡ଼ିଶା ଭାସ୍କର) ନିଆଁ ଲାଗି ଜଳିଗଲା ୧୫ଟି ଦୋକାନ । ଭଦ୍ରଦ ଜିଲ୍ଲା ବାସୁଦେବପୁର ଇରମ ପଞ୍ଚାୟତରେ ଅଘଟଣ । ରଥପଦା ମାର୍କେଟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସମସ୍ତ ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ସୂଚନା ।

Get real time updates directly on you device, subscribe now.