fbpx

ବିଜେପିରୁ ଭଗବାନ ନାୟକ ନିଲମ୍ବିତ

ପୁରୀ,୪ ।୧(ଓଡିଶା ଭାସ୍କର): ପୁରୀ ଜିଲ୍ଲା ବ୍ରହ୍ମଗିରି ମଣ୍ଡଳ ସଭାପତି ଆଜି ବିଜେପିରୁ ନିଲମ୍ବିତ ହୋଇଛନ୍ତି । ବିଜେପି ସଭାପତି ଭାବେ କାର୍ଯ୍ୟ କରୁଥିବା ଭଗବାନ ନାୟକଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ପ୍ରଥମିକ ସଦସ୍ୟ ପଦରୁ ତାଙ୍କୁ ବିଦା କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ଭଗବାନ ନାୟକଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.