fbpx

ଭୁବନେଶ୍ୱର କୋର୍ଟ ପରିସର ୩ ଦିନ ସିଲ୍, ଜାଣନ୍ତୁ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର କୋର୍ଟ ପରିସରକୁ ୩ ଦିନ ପାଇଁ ସିଲ୍ କରାଯାଇଛି । କୋଭିଡ ସ୍ରଂକମଣ ଯୋଗୁଁ ସିଲ୍ ହୋଇଥିବା ସୂଚନା ମିଳିଛି । କୋଭିଡ ପଜିଟିଭ୍ ଚିହ୍ନଟ ହେବାରୁ ୨୬ ତାରିଖ ଯାଏଁ ଏହାକୁ ସିଲ୍ କରିଛି ବିଏମସି । ପରିସରରେ ଥିବା ବନ୍ଦୋବସ୍ତ କମିସନର ଓ ଓକିଲ ସଂଘ କାର୍ଯ୍ୟାଳୟ ବି ବନ୍ଦ ରହିବ । ୨୭ରେ ସବୁ କର୍ମଚାରୀଙ୍କ ଆରଟି-ପିସିଆର ଟେଷ୍ଟ ପାଇଁ ଶିବିର ଖୋଲିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.