fbpx

ଭୁବନେଶ୍ବର: ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଗ୍ନିଶମ କର୍ମଚାରୀ ଗିରଫ

Advertisement

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଅଗ୍ନିଶମ କର୍ମଚାରୀ ଗିରଫ । ଅନୁଗୁଳରେ କାର୍ଯ୍ୟ କରନ୍ତି ଅଭିଯୁକ୍ତ ଅଗ୍ନିଶମ କର୍ମଚାରୀ । କେନ୍ଦ୍ରାପଡ଼ାରୁ ଗିରଫ କଲା ପାହାଳ ପୋଲିସ । ଅଭିଯୁକ୍ତଙ୍କ ନାଁରେ ରହିଛି ଦୁଇଟି ଦୁଷ୍କର୍ମ ମାମଲା । ଦୁଇଟି ଦୁଷ୍କର୍ମ ମାମଲା ଥିବା ନେଇ ତଦନ୍ତରୁ ସୂଚନା ମିଳିଛି । ବିବାହର ପ୍ରତିଶ୍ରୁତି ଦେଇ ବନ୍ଧୁତା ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ବିଭାଗୀୟ ତଦନ୍ତ ପାଇଁ ଅଗ୍ନିଶମ ଡିଜିଙ୍କୁ ଚିଠି ଲେଖାଯିବ କହିଲେ ଏସିପି ।

Get real time updates directly on you device, subscribe now.