fbpx
BSKY SKY
BSKY SKY

ନିଖିଳ ଉତ୍କଳ ବିଶ୍ଵକର୍ମା ସମିତିର ଭୁବନେଶ୍ଵର ମହାନଗର ଶାଖା ଉଦଘାଟିତ

BSKY

ଭୁବନେଶ୍ୱର: ତା ୨୧.୦୧.୨୦୨୪ରେ ନିଖିଳ ଉତ୍କଳ ବିଶ୍ବକର୍ମା ସମିତି, ଓଡିଶାର ସଂଗଠନ ସମ୍ପିଦକ ମନୋରଞ୍ଜନ ମହାରଣାଙ୍କ ଆହ୍ୱାନରେ ଚନ୍ଦକା ଶିଳ୍ପାଞ୍ଛଳ ପଟିଆସ୍ଥିତ ମୁକ୍ତା ଟ୍ୟାଙ୍କ ଅଧିବେଶନ ପ୍ରକୋଷ୍ଠରେ ଭୁବନେଶ୍ଵର ମହାନଗର ଶାଖା ଉଦଘାଟିତ ହୋଇଯାଇଛି । ଉକ୍ତ ବୈଠକକୁ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାରଣା ଉଦ୍ଘାଟନ କରିଥିଲେ । ରାଜ୍ୟ ସଭାପତି ଶ୍ରୀ ବଟକୃଷ୍ଣ ଓଝା ଅଧ୍ୟକ୍ଷତାରେ ଓ ସମିତିର ଭୂ-ବିକାଶ ପରିଷଦର ଉପାଧ୍ୟକ୍ଷ ଶ୍ରୀ ଯୁଗଳ କିଶୋର ମହାରଣାଙ୍କ ପରିଚାଳନାରେ ନିମ୍ନଲିଖିତ କମିଟି ସର୍ବସମ୍ମତି କ୍ରମେ ଘୋଷଣା କରାଗଲା ।

ଇଂ.ଲମ୍ବୋଦର ମହାରଣା ସଭାପତି, ଶ୍ରୀ ରବି ମହାରଣା କର୍ଯ୍ୟକାରି ସଭାପତି, ଶ୍ରୀ ରବିନ୍ଦ୍ର ଓଝା ଉପ-ସଭାପତି, ଇଂ.ରାଧାକୃଷ୍ଣ ମହାରଣା ସମ୍ପାଦକ, ଶ୍ରୀ ରବିନ୍ଦ୍ର ମହାରଣା ଯୁଗ୍ମ ସମ୍ପାଦକ, ଶ୍ରୀ ଚକ୍ରଧର ମହାରଣା କୋଷାଧ୍ୟକ୍ଷ, କାର୍ଯ୍ୟକାରି କମିଟି ସଭ୍ୟରୁପେ ଇଂ.ସୁବ୍ରତ ମହାରଣା, ଶ୍ରୀ ଲିଙ୍ଗରାଜ ମହାରଣା, ଶ୍ରୀ ଗୋବିନ୍ଦ ମହାରଣା, ଶ୍ରୀ ସତ୍ୟବାଦି ମହାରଣା, ଶ୍ରୀ ନିରଞ୍ଜନ ସୁତାର ଓ ଶ୍ରୀ ମଦନମୋହନ ସୁତାର ଉପଦେଷ୍ଟା ରୁପେ ଇଂ.ଲକ୍ଷ୍ମିନାରାୟଣ ମହାରଣା, ଶ୍ରୀ ଦୁର୍ଗାପ୍ରସାଦ ମହାରଣା, ଇଂ.ରାମକୃଷ୍ଣ ମହାରଣା, ଇଂ.ଯୁଗଳ କିଶୋର ମହାରଣା, ବଟକୃଷ୍ଣ ଓଝା ।

Get real time updates directly on you device, subscribe now.