fbpx

କୋଭିଡ ନିୟମ ଭାଙ୍ଗି ଜନ୍ମଦିନ ପାଳିଲେ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର,୯/୧୦(ଓଡିଶା ଭାସ୍କର): କୋଭିଡ଼ ନିୟମ ଉଲ୍ଲଘଂନ କରି ସାଂସଦ ପାଳିଲେ ଜନ୍ମଦିନ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗି ଜନ୍ମଦିନ ପାଳନ କରିଥିବା ବେଳେ ଏହି ଉତ୍ସବରେ ଶତାଧିକ କର୍ମୀ ଏକାଠି ହୋଇଥିବାର ଦେଖିବାକୁ ମିଳିଛି । ତେବେ ସାଂସଦଙ୍କ ଉପସ୍ଥିତିରେ ଚାଲିଥିବା ନାଚ । କାହା ମଧ୍ୟରେ ନଥିଲା ସାମାଜିକ ଦୁରତା ।

ମାସ୍କ ନ ପିନ୍ଧି ନାଚ, ଗୀତ ଓ ଗହଳି ମଧ୍ୟରେ ଅପରାଜିତା ଜନ୍ମଦିନ ପାଳିବା ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।ଅପରାଜିତାଙ୍କ ଏହି କାର୍ଯ୍ୟ ଲୋକଙ୍କୁ ଅସୁବିଧାରେ ପକାଇବ । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କହିଛନ୍ତି ଦିବ୍ୟଶଙ୍କର ମିଶ୍ର ।

Get real time updates directly on you device, subscribe now.