fbpx

ଭୁବନେଶ୍ବର: ଭଡ଼ା ଘର ଭିତରୁ ବା‌ର୍ ଡ୍ୟାନସ‌ର୍‌ଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Advertisement

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଭଡ଼ା ଘର ଭିତରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ପାହାଳ ଥାନା ଶିବଶକ୍ତି ନଗର ସ୍ଥିତ ଏକ ବିଲ୍ଡିଂରୁ ମୃତଦେହ ଉଦ୍ଧାର । ମୃତ ଯୁବତୀଙ୍କ ଘର ଚଣ୍ଡିଗଡ଼ ହୋଇଥିବା ସୂଚନା । ଯବତୀ ଜଣଙ୍କ କଟକ ରୋଡସ୍ଥିତ ଏକ ବାର୍ ରେ ବାର୍‌ ଡ୍ୟାନସର୍‌ ଭାବେ କାମ କରୁଥିଲେ । ଘଟଣାସ୍ଥଳରେ ପାହାଳ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ତନାଘନା କରୁଛନ୍ତି ।

Get real time updates directly on you device, subscribe now.