ଭୁବନେଶ୍ୱର, ୧୨ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୯୧ ଓ ସ୍ଥାନୀୟ ଅଞ୍ଚଳରୁ ୧୫୮୬ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୮୯୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଖୋର୍ଦ୍ଧାରୁ ସର୍ବାଧିକ ୮୧୫, କଟକରୁ ୩୬୮, ପୁରୀରୁ ୨୩୭, କେନ୍ଦ୍ରାପଡ଼ାରୁ ୧୪୮, ସୁନ୍ଦରଗଡ଼ରୁ ୧୪୮, ବରଗଡ଼ରୁ ୧୩୯, ଯାଜପୁରରୁ ୧୩୩, ବାଲେଶ୍ୱରରୁ ୧୨୭, ଅନୁଗୁଳରୁ ୧୧୫, ସମ୍ବଲପୁରରୁ ୧୧୨, ନବରଙ୍ଗପୁରରୁ ୧୦୭, ଜଗତସିଂହପୁରରୁ ୧୦୦, କୋରାପୁଟରୁ ୯୮, କେନ୍ଦୁଝରରୁ ୭୮, ରାୟଗଡ଼ାରୁ ୭୫, ନୂଆପଡ଼ାରୁ ୭୩, ସୋନପୁରରୁ ୭୨, ନୟାଗଡ଼ରୁ ୭୧, ଝାରସୁଗୁଡ଼ାରୁ ୭୦, କଳାହାଣ୍ଡିରୁ ୭୦, ଭଦ୍ରକରୁ ୬୭, ଢ଼େଙ୍କାନାଳରୁ ୬୭, ଗଞ୍ଜାମରୁ ୫୮, ମୟୁରଭଞ୍ଜରୁ ୫୮, ବଲାଙ୍ଗୀରରୁ ୫୧, କନ୍ଧମାଳରୁ ୪୯, ବୌଦ୍ଧରୁ ୨୬, ମାଲକାନଗିରିରୁ ୨୬, ଦେଓଗଡ଼ରୁ ୧୪, ଗଜପତିରୁ ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 11th September
New Positives Cases: 3777
In quarantine: 2191
Local contacts: 1586(Details of local contacts will be shared by concerned Dist Administration)
District Wise Cases
1. Angul: 115
2. Balasore: 127
3. Bargarh: 139
4. Bhadrak: 67
5. Balangir: 51— I & PR Department, Odisha (@IPR_Odisha) September 12, 2020
22. Mayurbhanj: 58
23. Nawarangpur: 107
24. Nayagarh: 71
25. Nuapada: 73
26. Puri: 237
27. Rayagada: 75
28. Sambalpur: 112
29. Sonepur: 72
30. Sundargarh: 148
31. State Pool: 192New Recovery: 4061
Cumulative Tested: 2374620
Positive: 146894
Recovered: 112062
Active Case: 34163— I & PR Department, Odisha (@IPR_Odisha) September 12, 2020