fbpx
BSKY
BJD SHG SKY
BJD YOUTH SKY

ସେନା ଗାଡିରେ ବଡ ଦୁର୍ଘଟଣା:୧୬ ମୃତ ,୪ଗୁରୁତର

ନୂଆଦିଲ୍ଲୀ: ଭାରତ ଚୀନ ସୀମାରେ ବଡ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୬ ଯବାନ ମୃତ ହୋଇଥିବା ଖବର ଆସି ପହଞ୍ଚିଛି । ସେନାକୁ ନେଇ ଯାଉଥିବା ସମୟରେ ଏହି ଗାଡି ଦୁର୍ଘଟଣା ଗ୍ରସ୍ଥ ହୋଇଛି । ନର୍ଥ ସକିମର ଜେମା ଠାରେ ଏହି ଦୁର୍ଘଟଣା ହୋଇଛି । ଯବାନ ମାନଙ୍କୁ ନେଇ ଯାଉଥିବା ସମୟରେ ଗାଡି ଗଭୀର ଗାତକୁ ଖସି ପଡିଥିଲା । ତେବେ ଏହି ଘଟଣାରେ ୪ଜଣ ଯବାନ ଗୁରୁତର ଅଛନ୍ତି । ଗୁରୁତର ମାନଙ୍କୁ ଏହାର ଲିଫ୍ଟ ମାଧ୍ୟମରେ ଆର୍ମି ହସ୍ପିଟାଲକୁ ନିଆଯାଇଛି ।

Get real time updates directly on you device, subscribe now.