fbpx

ଜାତୀୟ କ୍ରୀଡା:ଫାଇନାଲରେ ପ୍ରବେଶ କରିଲା ଓଡିଶା ଫୁଟବଲ ଦଳ

Advertisement

ଭୁବନେଶ୍ୱର: ଗୁଜୁରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡାରେ ଓଡିଶାର ମହିଳା ଫୁଟବଲ ଦଳ ଖୁବ ଚମକ୍ରାର ପ୍ରଦର୍ଶନ କରିଛନ୍ତି । ଫାଇନାଲରେ ଓଡିଶା ଫୁଟବଲ ଦଳ ପ୍ରବେଶ କରିଛନ୍ତି । ତାମିଲନାଡୁକୁ ହରାଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଲା ଓଡିଶା । ତେବେ ଆସନ୍ତାକାଲି ଫାଇନାଲରେ ପଦକ ଜିତିବା ପାଇଁ ଖେଳିବ ଓଡିଶା । ଜାତୀୟ କ୍ରୀଡାରେ ପଦକ ଜିତିବା ପାଇଁ ସ୍ଥାନ ପକ୍କା କରିଛି ।

ସୂଚନାମୁତାବକ ଆଜି ତାମିଲନାଡୁ ଆଉ ଓଡିଶା ମଧ୍ୟରେ ସେମିଫାଇନାଲ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଓଡିଶା ଫୁଟବଲ ଦଳ ତାମିଲନାଡୁକୁ ହରାଇଥିଲେ ।ତାମିଲନାଡୁ କୁ ୨-୫ ଗୋଲ ରେ ପରାସ୍ତ କରିଲା ଭାରତ । ଆସନ୍ତା କାଲି ଫାଇନାଲ ରେ ମଣିପୁର କୁ ଭେଟିବ ଓଡିଶା ।

Get real time updates directly on you device, subscribe now.