fbpx
BJD SKY
BJD SKY

ଅଭିନେତା ସାତ୍ୟକୀ ମିଶ୍ରକୁ ନେଇ ଆସିଲା ବଡ଼ ଖବର; କିଛିଦିନ ପୂର୍ବରୁ କ୍ୟାନ୍ସର ଭଳି ରୋଗରେ ହୋଇଥିଲେ ପିଡୀତ

BJD

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଅଭିନେତା ସାତ୍ୟକୀ ମିଶ୍ରକୁ ନେଇ ଆସିଲା ବଡ଼ ଖବର, କିଛିଦିନ ପୂର୍ବରୁ କ୍ୟାନ୍ସର ଭଳି ରୋଗରେ ହୋଇଥିଲେ ପିଡୀତ। ଭଲହେବା ପରେ ନିଶା ସେବନ ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ଅନୁରୋଧ କଲେ ଓଲିଉଡ଼ ଅଭିନେତା ସାତ୍ୟକି ମିଶ୍ର। ମୁଖ କର୍କଟର ଅପରେସନ ହେବା ପରେ ଲୋକମାନଙ୍କୁ ମଦ, ସିଗାରେଟ ଓ ଗୁଟଖା ସେବନ ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଭିଡିଓ କରି ଲୋକଙ୍କୁ କରିଛନ୍ତି ଅନୁରେଧ।

Get real time updates directly on you device, subscribe now.