fbpx

ଦେଶର ସର୍ବବୃହତ ହକି ଷ୍ଟାଡିୟମ ହେବ ରାଉରକେଲାରେ

Advertisement

ରାଉରକେଲା, ୨୪ା୧୨ (ଓଡିଶା ଭାସ୍କର): ରାଉରକେଲାରେ ନିର୍ମାଣ କରାଯିବ ଦେଶର ସର୍ବବୃହତ ହକି ଷ୍ଟାଡିୟମ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଷ୍ଟାଡିୟମରେ ଏକକାଳୀନ ୨୦ ହଜାର ଦର୍ଶକ ବସି ଖେଳ ଦେଖିପାରିବାର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି ।

ସୂଚନା ଅନୁଯାୟୀ, ରାଉରକେଲାର ବିପିୟୁଟି କ୍ୟାମ୍ପସ ମଧ୍ୟରେ ଏହି ଷ୍ଟାଡିୟମ ନିର୍ମାଣ କରାଯିବାର ଯୋଜନା ଚାଲିଛି । ୧୫ ଏକର ବିଶିଷ୍ଟ ଅଞ୍ଚଳରେ ଏହି ଷ୍ଟାଡିୟମ ନିର୍ମାଣ କରାଯିବ । ତେବେ ୨୦୨୩ ପୁରୁଷ ହକି ବିଶ୍ୱକପ ଏଠାରେ ଖେଳାଯିବ ।

Get real time updates directly on you device, subscribe now.