fbpx
BJD SKY
BJD SKY

ଟ୍ରକକୁ ପଛପଟୁ ପିଟିଲା ବାଇକ୍, ୨ ମୃତ

BJD

ଭଦ୍ରକ: ରାସ୍ତାରେ ଟ୍ରକକୁ ପଛପଟୁ ପିଟିଲା ବାଇକ୍ । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ଭଦ୍ରକ ଏନଏଚ-୧୬ ଭଣ୍ଡାରିପୋଖରୀ ଛକ ନିକଟରେ ହୋଇଛି ଏହି ଦୁର୍ଘଟଣା । ମିଳିଥିବା ସୂଚନା ମୁତାବକ ବାଇକରେ ୩ ଜଣ ଯାଉଥିଲେ । କିନ୍ତୁ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨ ଜଣଙ୍କର ପରିଚୟ ମିଳିପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ଘଟଣାର ଛାନଭିନ୍ କରୁଛି ।

Get real time updates directly on you device, subscribe now.