fbpx

ସିସିଟିଭିରେ କଏଦ ହେଲା ବାଇକ ଚୋରିର ଲାଇଭ ଦୃଶ୍ୟ: ଦେଖନ୍ତୁ ଭିଡିଓ…

ସିସି ଟିଭି ରେ କଏଦ ହେଲା ବାଇକ ଚୋରି ସମୟର ଦୃଶ୍ୟ, କୋକସରା ସହର ଜାତୀୟ ରାଜପଥ ୨୬ ଚିଲିଗୁଡା ନିକଟରେ ଥିବା ଏକ ହାର୍ଡୱେର ଦୋକାନରେ ବିଳମ୍ବିତ ରାତି ରେ ଏକ ବାଇକକୁ ଚୋରି କରିଛି ଜଣେ ଚୋର, ଏ ନେଇ ଦୋକାନ ମାଲିକ ରାଜୁ ଅଗ୍ରୱାଲ କୋକସରା ଥାନାରେ ଅଭିଯୋଗ କରିବା ପରେ ଦୋକାନ ରେ ଲାଗିଥିବା ସିସି ଟିଭିରୁ ଚୋରି ସମୟର ଦୃଶ୍ୟ ଦେଖିବାକୁ ମିକିଛି।

ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଗତ କିଛି ମାସ ହେବ କୋକସରା ସହର ସାପ୍ତାହିକ ବଜାର ସମେତ ଅନ୍ୟ ସ୍ଥାନରୁ ବାଇକ ଚୋରି ବୃଦ୍ଧି ପାଇଛି । ଏଣୁ ପୋଲିସ ପେଟ୍ରୋଲିଂ କରିବାକୁ ଜନସାଧାରଣ ଦାବି କରିଛନ୍ତି।

 

Get real time updates directly on you device, subscribe now.