fbpx

୧୭ ରାଉଣ୍ଡରେ ବି ଆଗରେ ବିଜେଡି

ଭୁବନେଶ୍ୱର: ଜାରି ରହିଛି ପିପିଲି ଉପ ନିର୍ବାଚନ ଭୋଟ ଗଣତି । ଏବେ ଆସିଛି ୧୭ ରାଉଣ୍ଡ ଫଳାଫଳ । ୧୭ ରାଉଣ୍ଡ ସୁଦ୍ଧା ବିଜେଡି ୧୯,୩୨୮ ଭୋଟରେ ଆଗୁଆ ରହିଛି ।

୧୭ ରାଉଣ୍ଡ ସୁଦ୍ଧା ବିଜେଡି ୬୭,୯୨୫ ଭୋଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ୪୮,୫୯୭ ଭୋଟରେ ବିଜେପି ଦ୍ୱିତୀୟ ସ୍ଥାନରେ ଏବଂ ୩୨୯୩ କଂଗେସ ତୃତୀୟ ସ୍ଥାନରେ ରହିଛି ।

Get real time updates directly on you device, subscribe now.