fbpx
BSKY SKY
BSKY SKY

ପିିପିଲି ଜନାଦେଶ: ୧୬ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡିକୁ ୬୩ ହଜାର ଭୋଟ

BSKY

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପିପିଲି ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଥିବା ବେଳେ ୧୬ ନମ୍ବର ରାଉଣ୍ଡର ଫଳାଫଳ ଆସିଛି । ବିଜେଡି ୬୩୪୩୭ ଭୋଟ ସହିତ ଅଗ୍ରଣୀ ବଜାୟ ରଖିଛି । ୧୬ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀ ୬୩୪୩୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକ ୪୬୦୦୨ ଖଣ୍ଡ ଏବଂ କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୩୧୩୩ ଖଣ୍ଡ ଭୋଟ ମିଳିଛି ।
୧୬ ନମ୍ବର ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ଆଗରେ ଅଛନ୍ତି ରୁଦ୍ର ମହାରଥୀ । ରୁଦ୍ର ୧୭ ହଜାର ୪୩୫ ଭୋଟରେ ଆଗୁଆ ରହିଥିବା ଜଣାପଡିଛି ।

Get real time updates directly on you device, subscribe now.