fbpx

ବିଜେଡିର ମିଶ୍ରଣ ପର୍ବ, ଜାଣନ୍ତୁ କିଏ ହେଲେ ସାମିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡିର ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଜେଡିରେ ମିଶିଛନ୍ତି ଚିଲିକା ବ୍ଲକ୍ ଅଧ୍ୟକ୍ଷା ଝରଣା ବାରିକ । ବିଜେପି ଛାଡ଼ି ଶତାଧିକ ସମର୍ଥକଙ୍କ ସହିତ ଝରଣା ବାରିକ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.