fbpx

୨ଟି ଆସନରେ ଜିତିବା ନେଇ ବିଜେଡିର ଦମ୍ଭୋକ୍ତି

ବାଲେଶ୍ୱର, ୪ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳକୁ ନେଇ ଦମ୍ଭୋକ୍ତି ପ୍ରକାଶ କରିଛି ବିଜେଡି । ୨ ଟି ଆସନେରେ ଆମେ ଜିତିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ଦେବୀ କହିଛନ୍ତି ଯେ, ବାଲେଶ୍ୱର ଓ ତିର୍ତ୍ତୋଲରେ ବଡ ବ୍ୟବଧାନରେ ଦଳ ଜିତିବ । ବିଜେଡିକୁ ଲୋକେ ଆର୍ଶୀବାଦ କରିଛନ୍ତି, ନିଶ୍ଚିତ ବିଜୟୀ ହେବୁ । ଦାୟିତ୍ୱରେ ଥିବା ଲେଶକ ଆକଳନ କରୁଛନ୍ତି, କାଲି ସୁଦ୍ଧା ମାର୍ଜିନ ଜଣାପଡିବ । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ଖର୍ଚ୍ଚ କରୁଛି ବୋଲି ଦେବୀ ମିଶ୍ର କହିଛନ୍ତି ।

Get real time updates directly on you device, subscribe now.