fbpx

ଓଡିଶାର ୬ଟି ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ଉଦଘାଟିତ

ଭୁବନେଶ୍ୱର,୧୭ ।୧୧(ଓଡିଶା ଭାସ୍କର): ଓଡିଶାର ୬ଟି ଜିଲ୍ଲାରେ ଆଜି ନିଜର କାର୍ଯ୍ୟାଳୟ ଉଦଘାଟିତ କରିଛି ବିଜେପି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଏହାର ଉଦଘାଟନ କରିଛନ୍ତି । ଏନେଇ ଦିଲ୍ଲୀରେ ଭର୍ଚୁଆଲ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ବିଜେପିର ପାର୍ଟି ଅଫିସ ଉଦଘାଟନ କରିଛନ୍ତି ବିଜେପି ଅଧ୍ୟକ୍ଷ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି ।

Get real time updates directly on you device, subscribe now.