fbpx

ପରଲୋକରେ ବଲିଉଡ଼ ନିର୍ଦ୍ଦେଶକ ନିଶିକାନ୍ତ କାମତ

ନୂଆଦିଲ୍ଲୀ, ୧୭ା୮: ବଲିଉଡ଼ ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ଆଜି ପରଲୋକ ଘଟିଛି । ସେ ଯକୃତ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ମୃତ୍ୟୁ ବେଳକୁ ୫୦ବର୍ଷ ବୟସ ହୋଇଥିଲା । ବଲିଉଡ଼ ଫିଲ୍ମ ସହ ବହୁ ମରାଠୀ ଚଳଚ୍ଚିତ୍ରରେ ବି ସେ ନିର୍ଦ୍ଦେଶନା ଦେଇଥିଲେ । ଦୃଶ୍ୟମ, ଫୋର୍ସ, ମଦାରୀ, ରକି ହ୍ୟାଣ୍ଡସମ୍ ବଲିଉନ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଏହାସହ ୨୦୦୬ରେ ନିଶିକାନ୍ତଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।

Get real time updates directly on you device, subscribe now.