fbpx

ବାଲିଅନ୍ତାରେ ବୋମାମାଡ଼; ୨ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଉପକଣ୍ଡ ବାଲିଅନ୍ତାରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ସରକଣା ପଞ୍ଚାୟତ ଅନେ୍ଧାଟି ଗାଁରେ ଜମି ବିବାଦକୁ ନେଇ ବୋମାମାଡ଼ ହୋଇଥିବା ମିଳିଛି ସୂଚନା । ଏକ ଆଉଟ୍ ହାଉସ୍ ଉପରକୁ ବୋମାମାଡ଼ ହୋଇଥିବା ବେଳେ ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚିଛି ଏବଂ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.