fbpx

(Video) ଷ୍ଟାଇଲ ମାରି ରୁଟି କରୁଥିଲେ ଯୁବକ: ତାୱା ଓଲଟି ପଡ଼ିବାରୁ…

Advertisement

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଦୈନନ୍ଦିନ ଜୀବନର କିଛି ଭିଡିଓ ସେୟାର ହେଉଛି, ଯାହାକୁ ଦେଖି ହସକୁ କଣ୍ଟ୍ରୋଲ କରିବା କଷ୍ଟ । ଏପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ନ ହସି ରହିପାରିବେ ନାହିଁ ।

ପାନକେକ ଓ ଓମଲେଟ କରିବା ବେଳେ ଫ୍ଲିପ୍ କରୁଥିବା ଆପଣ ମାନେ ତ ନିଶ୍ଚିତ ଦେଖିଥିଲେ । କିନ୍ତୁ ଭିଡିଓରେ ଜଣେ ଯୁବକ ରୁଟି ଫ୍ଲିପ୍ କରୁଥିବା ଦେଖିବାକୁ ମିଳିଛି, ଯାହାକି ତାଙ୍କୁ ମହଙ୍ଗା ପଡିଛି । ତାଓନ୍ୱା ଓଲଟା ବେଳେ ତାହା ଯୁବକଙ୍କ ଉପରେ ପଡିଯାଇଥିବା ଦେଖିବାକୁ ମିଳିଛି । ଯାହାଫଳରେ ଯୁବକଙ୍କ ସବୁ ଷ୍ଟାଇଲ ଗୋଟିଏ ସେକେଣ୍ଡରେ ଛାଡିଯାଇଛି ।

ତେବେ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ମେମେ ପେଜରେ ସେୟାର କରାଯାଇଛି । ୧୬ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଥିବା ବେଳେ ହଜାର ଲୋକରୁ ଅଧିକ ଜଣ ଏହାକୁ ଲାଇକ୍ କରିଛନ୍ତି ।

 

View this post on Instagram

 

A post shared by VIDEO NATION (@videonation.teb)

Get real time updates directly on you device, subscribe now.