fbpx

ମହିଳାଙ୍କୁ କମେଣ୍ଟ ପଡିଲା ମହଙ୍ଗା: ନିର୍ଦ୍ଧୁମ ଛେଚା ଖାଇଲେ BPM, ଦେଖନ୍ତୁ Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜଣେ ମହିଳାଙ୍କୁ କମେଣ୍ଟ ମାରି ନିର୍ଦ୍ଧୁମ ଛେଚା ଖାଇଛନ୍ତି ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର । ଚିଲିକାର ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ରହିଥିବା ଏହି ବାବୁ ଜଣଙ୍କ ମହିଳାଙ୍କୁ କମେଣ୍ଟ ମାରି ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ । ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ବିଜୟ କୁମାର ସାହୁ ଘଟଣା ସ୍ଥଳରୁ ଖସି ଯିବାକୁ ଉଦ୍ୟମ କରିଥିବା ବେଳେ ସ୍ଥାନୀୟ ଲୋକଙ୍କମ ହାବୁଡରେ ପଡି ଯାଇଥିଲେ । ଏହାପରେ ବିଜୟଙ୍କୁ ବିଧା ଗୋଇଠା କସି ଦେଇ ଯାଇଥିଲେ ସ୍ଥାନୀୟ ଲୋକ । ଏହି ଘଟଣାକୁ ନେଇ ଟାଙ୍ଗୀ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.