fbpx
BJD
BJD SKY
BJD SKY

(Video) ବରମାଳା ପିନ୍ଧାଇବା ବଦଳରେ କନ୍ୟା କଲେ ଏମିତି, ହତବାକ୍ ହୋଇଗଲେ ଦର୍ଶକ, ଦେଖନ୍ତୁ ଭାଇରାଲ ଭିଡିଓ…

ସୋସିଆଲ ମିଡିଆରେ ବିବାହ ସମୟର ମଜାଦାର ଭିଡିଓ ଦେଖିବାକୁ ଲୋକମାନେ ବେଶ୍ ପସନ୍ଦ କରିଥାନ୍ତି । ପସନ୍ଦ କରିବେନି ବା କେମିତି କାରଣ ବିବାହ ସମୟରେ ହିଁ ଅନେକ ମଜାଦାର ଘଟଣା ଦେଖିବାକୁ ମିଳିଥାଏ । କେତେବେଳେ ବରକୁ ନେଇ ତ’ ପୁଣି କେତେବେଳେ କନ୍ୟାକୁ ନେଇ ଅନେକ ମଜାଦାର ଭିଡିଓ ସବୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଅନ୍ୟ ଭିଡିଓ ମାନଙ୍କ ଠାରୁ ଟିକେ ଅଲଗା କାରଣ ଏଠାରେ ବିବାହ ଷ୍ଟେଜରେ ବରଙ୍କୁ ଫୁଲ ହାର ପିନେ୍ଧଇବା ପରିବର୍ତ୍ତେ କନ୍ୟା ଚାପୁଡା ଉପରେ ଚାପୁଡା ମାରି ଚାଲିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବାହାଘରରେ ଫୁଲ ହାର ଓ ଫୁଲ ତୋଡା ଦେବାର ଭିଡିଓ ଆପଣ ଦେଖିଥିବେ ହେଲେ ଏଭଳି ଚିତ୍ର ଆପଣଙ୍କୁ ଚକିତ କରୁଥିବ ନିଶ୍ଚିତ । ଏ ଦୃଶ୍ୟ ହେଉଛି ଉତ୍ତର ପ୍ରଦେଶର ହାମରିପୁର ଅଞ୍ଚଳର । ବିବାହର ଜୟମାଲା ସମୟରେ କନ୍ୟା ବରକୁ ଚାପୁଡା ମାରୁଥିବାର ଦୃଶ୍ୟ ଏବେ ଭାଇରାଲ ହେଇଛି । ବିବାହ ସମାହରୋରେ ବର କନ୍ୟାଙ୍କୁ ଜୟମାଲ ପିନେ୍ଧଇଛନ୍ତି କି ନା କନ୍ୟା ବରଙ୍କୁ ଚାପୁଡା ପରେ ଚାପୁଡା ମାରି ଚାଲିଲେ । କେହି କିଛି ବୁଝିବା ଆଗରୁ ଷ୍ଟେଜ୍ ଛାଡି ପଳାଇଲେ କନ୍ୟା ।

ଏ ଭିଡିଓ ଏବେ ସାସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବରଟି କନ୍ୟାର ପସନ୍ଦ ନୁହେଁ ବୋଲି ୟୁଜରସ କମେଣ୍ଟ କରୁଛନ୍ତି । ତେବେ କିଛି ଭିଡିଓ ମଜାଳିଆ ହେଉଥିବା ବେଳେ କିଛି ରୋମାଣ୍ଟିକ ତ ଆଉ କିଛି ହୋସ ବି ଉଡାଉଛି । ତେବେ ଆଗରୁ ବିବାହରେ ବର କନ୍ୟା ଚୁପ ଚାପ ବସୁଥିବାର ଭିଡିଓ ଦେଖିବାକୁ ମିଳୁଥିଲା କିନ୍ତୁ ଏବେ ଏହି ଟ୍ରେଣ୍ଡ ବଦଳିଛି । ନିଜ ବିବାହକୁ ଖାସ କରିବା ପାଇଁ ଫଟୋ ସୁଟରୁ ଆରମ୍ଭ କରି ବିଭିନ୍ନ ଗୀତ ନାଚର ବିଆୟୋଜନ ହୋଉଛି । ହେଲେ ଏଭଳି ଦୃଶ୍ୟ ଆପଣ କେବେ ଦେଖିନଥିବେ । ନେଟିଜିନିସ ଏହାକୁ ଦେଖି ହସି ହସି ନିଜର ମତ ଦେଉଛନ୍ତି । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.