fbpx

୧୦୫ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଯେମତିକି ଗଞ୍ଜେଇ, ବ୍ରାଉନସୁଗାର ଚୋରାଚାଲାଣ ଡକାୟତି, ମର୍ଡ଼ର ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଅଞ୍ଚଳରେ ବ୍ରାଉନସୁଗାର ହୋମ ଡେଲିଭରି ହେଉଥିବା ବେଳେ କଟକ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା । ସେଠାରୁ ୧୦୫ଗ୍ରାମ ବ୍ରାଉନସୁଗାର ଜବତ ହେବା ସହ ଜଣେ ଗିରଫ ହୋଇଛି । ଏହାସହ ଏକ ବନ୍ଧୁକ ମଧ୍ୟ ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାର ମୂଲ୍ୟ ୧୧ଲକ୍ଷ ଟଙ୍କା ।

Get real time updates directly on you device, subscribe now.