ରେଲୱେରେ ବମ୍ପର ଅଫର୍! ୨୫୦୦ ପଦବୀରେ ନିଯୁକ୍ତି ପାଇଁ ବାହାରିଲା ନୋଟିସ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

COVID-19 Updates
  • World 141,323,906
    World
    Confirmed: 141,323,906
    Active: 18,251,630
    Recovered: 120,048,214
    Death: 3,024,062
  • USA 32,372,119
    USA
    Confirmed: 32,372,119
    Active: 6,886,031
    Recovered: 24,905,332
    Death: 580,756
  • India 14,788,109
    India
    Confirmed: 14,788,109
    Active: 1,801,298
    Recovered: 12,809,643
    Death: 177,168
  • Brazil 13,900,134
    Brazil
    Confirmed: 13,900,134
    Active: 1,183,384
    Recovered: 12,344,861
    Death: 371,889
  • Russia 4,693,469
    Russia
    Confirmed: 4,693,469
    Active: 268,887
    Recovered: 4,319,389
    Death: 105,193
  • UK 4,385,938
    UK
    Confirmed: 4,385,938
    Active: 112,868
    Recovered: 4,145,810
    Death: 127,260
  • Turkey 4,212,645
    Turkey
    Confirmed: 4,212,645
    Active: 533,303
    Recovered: 3,643,734
    Death: 35,608
  • Italy 3,857,443
    Italy
    Confirmed: 3,857,443
    Active: 505,308
    Recovered: 3,235,459
    Death: 116,676
  • Germany 3,137,907
    Germany
    Confirmed: 3,137,907
    Active: 292,281
    Recovered: 2,765,100
    Death: 80,526
  • Pakistan 750,158
    Pakistan
    Confirmed: 750,158
    Active: 79,108
    Recovered: 654,956
    Death: 16,094
  • China 90,499
    China
    Confirmed: 90,499
    Active: 314
    Recovered: 85,549
    Death: 4,636

ସରକାରୀ ଚାକିରି ଖାସ୍ କରି ରେଲ ବିଭାଗରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ସାନଦାର ସୁଯୋଗ । ସେଣ୍ଟ୍ରାଲ ରେଲୱେ ପକ୍ଷରୁ ରେଳ ବିଭାଗରେ ଅପରେଟିଙ୍ଗର ପଦବୀରେ ନିଯୁକ୍ତି ପାଇଁ ନୋଟିସ୍ ବାହାର କରିଛନ୍ତି । ଏଥିରେ ମୁମ୍ବାଇ, ଭୁସାବଳ, ପୁଣେ, ନାଗପୁର ଓ ସୋଲପୁର ସହିତ ଅହୁରି ଅନେକ ରିଜନ ପାଇଁ ଆବେଦନ କରିପାରିବେ । ଏଥିରେ ପ୍ରାୟ ୨୫୦୦ ପଦବୀ ପାଇଁ ନିଯୁକ୍ତି ବାହାରିଛି ।

ଯେଉଁ ପ୍ରାର୍ଥୀମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ସମୟ ଅଛି । ଯଦି ଆପଣ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ରେଲୱେର ୱେବସାଇଟ https://www.rrccr.com/ କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।

ଏହି ପଦବୀ ପାଇଁ ଆପଣ ଆବେଦନ କରିବାକୁ ଚାହୁଁଥିଲେ ଆପଣ ନିଶ୍ଚିନ୍ତ ଭାବେ କୌଣସି ସଂସ୍ଥା ବା ବୋର୍ଡରୁ ମାଟ୍ରିକ ପାସ୍ କରିବା ସହ ୫୦% ରେଜଲ୍ଟ ଆଣିବା ଜରୁରି । ଏହାସହ ଆବଦନକାରୀଙ୍କ ବୟସ ୧୫ ବର୍ଷରୁ କମ୍ କିମ୍ବା ୨୪ ବର୍ଷରୁ ଅଧିକ ହୋଇନଥିବା ଜରୁରୀ । ଏହି ପଦବୀ ପାଇଁ ଅବେଦନକାରୀଙ୍କୁ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ ।

ଏହାସହ ଆପଣଙ୍କର ଚୟନ ପ୍ରକ୍ରିୟା ବେଳେ ଆପଣଙ୍କୁ କୌଣସି ଲିଖିତ ପରୀକ୍ଷା ବା ଇଣ୍ଟରଭ୍ୟୁ ଦେବାକୁ ପଡିବ ନାହିଁ । କେବଳ ମାଟ୍ରିକ ପରୀକ୍ଷାରେ ଆପଣଙ୍କୁ ମିଳିଥିବା ନମ୍ବର ମୁତାବକ ମେରିଟ୍ ପ୍ରସ୍ତୁତ ହେବ । ଏହି ମେରିଟ୍ ଲିଷ୍ଟ ମାଧ୍ୟମରେ ଆବେଦନକାରୀଙ୍କୁ ଚୟନ କରାଯିବ । ଯଦି ଆପଣ ଅଧି ସୂଚନା ଜାଣିବାକୁ ଚାହୁଁଥାନ୍ତି, ତେବେ https://www.rrccr.com/ ୱେବସାଇଟ ମାଧ୍ୟମରେ ପାଇପାରିବେ ।

Get real time updates directly on you device, subscribe now.

Comments are closed.