-
World 141,323,906
WorldConfirmed: 141,323,906Active: 18,251,630Recovered: 120,048,214Death: 3,024,062 -
USA 32,372,119
USAConfirmed: 32,372,119Active: 6,886,031Recovered: 24,905,332Death: 580,756 -
India 14,788,109
IndiaConfirmed: 14,788,109Active: 1,801,298Recovered: 12,809,643Death: 177,168 -
Brazil 13,900,134
BrazilConfirmed: 13,900,134Active: 1,183,384Recovered: 12,344,861Death: 371,889 -
Russia 4,693,469
RussiaConfirmed: 4,693,469Active: 268,887Recovered: 4,319,389Death: 105,193 -
UK 4,385,938
UKConfirmed: 4,385,938Active: 112,868Recovered: 4,145,810Death: 127,260 -
Turkey 4,212,645
TurkeyConfirmed: 4,212,645Active: 533,303Recovered: 3,643,734Death: 35,608 -
Italy 3,857,443
ItalyConfirmed: 3,857,443Active: 505,308Recovered: 3,235,459Death: 116,676 -
Germany 3,137,907
GermanyConfirmed: 3,137,907Active: 292,281Recovered: 2,765,100Death: 80,526 -
Pakistan 750,158
PakistanConfirmed: 750,158Active: 79,108Recovered: 654,956Death: 16,094 -
China 90,499
ChinaConfirmed: 90,499Active: 314Recovered: 85,549Death: 4,636
ସରକାରୀ ଚାକିରି ଖାସ୍ କରି ରେଲ ବିଭାଗରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ସାନଦାର ସୁଯୋଗ । ସେଣ୍ଟ୍ରାଲ ରେଲୱେ ପକ୍ଷରୁ ରେଳ ବିଭାଗରେ ଅପରେଟିଙ୍ଗର ପଦବୀରେ ନିଯୁକ୍ତି ପାଇଁ ନୋଟିସ୍ ବାହାର କରିଛନ୍ତି । ଏଥିରେ ମୁମ୍ବାଇ, ଭୁସାବଳ, ପୁଣେ, ନାଗପୁର ଓ ସୋଲପୁର ସହିତ ଅହୁରି ଅନେକ ରିଜନ ପାଇଁ ଆବେଦନ କରିପାରିବେ । ଏଥିରେ ପ୍ରାୟ ୨୫୦୦ ପଦବୀ ପାଇଁ ନିଯୁକ୍ତି ବାହାରିଛି ।
ଯେଉଁ ପ୍ରାର୍ଥୀମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ସମୟ ଅଛି । ଯଦି ଆପଣ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ରେଲୱେର ୱେବସାଇଟ https://www.rrccr.com/ କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।
ଏହି ପଦବୀ ପାଇଁ ଆପଣ ଆବେଦନ କରିବାକୁ ଚାହୁଁଥିଲେ ଆପଣ ନିଶ୍ଚିନ୍ତ ଭାବେ କୌଣସି ସଂସ୍ଥା ବା ବୋର୍ଡରୁ ମାଟ୍ରିକ ପାସ୍ କରିବା ସହ ୫୦% ରେଜଲ୍ଟ ଆଣିବା ଜରୁରି । ଏହାସହ ଆବଦନକାରୀଙ୍କ ବୟସ ୧୫ ବର୍ଷରୁ କମ୍ କିମ୍ବା ୨୪ ବର୍ଷରୁ ଅଧିକ ହୋଇନଥିବା ଜରୁରୀ । ଏହି ପଦବୀ ପାଇଁ ଅବେଦନକାରୀଙ୍କୁ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ ।
ଏହାସହ ଆପଣଙ୍କର ଚୟନ ପ୍ରକ୍ରିୟା ବେଳେ ଆପଣଙ୍କୁ କୌଣସି ଲିଖିତ ପରୀକ୍ଷା ବା ଇଣ୍ଟରଭ୍ୟୁ ଦେବାକୁ ପଡିବ ନାହିଁ । କେବଳ ମାଟ୍ରିକ ପରୀକ୍ଷାରେ ଆପଣଙ୍କୁ ମିଳିଥିବା ନମ୍ବର ମୁତାବକ ମେରିଟ୍ ପ୍ରସ୍ତୁତ ହେବ । ଏହି ମେରିଟ୍ ଲିଷ୍ଟ ମାଧ୍ୟମରେ ଆବେଦନକାରୀଙ୍କୁ ଚୟନ କରାଯିବ । ଯଦି ଆପଣ ଅଧି ସୂଚନା ଜାଣିବାକୁ ଚାହୁଁଥାନ୍ତି, ତେବେ https://www.rrccr.com/ ୱେବସାଇଟ ମାଧ୍ୟମରେ ପାଇପାରିବେ ।
Comments are closed.