fbpx
BJD
BJD SKY
BJD SKY

ବଡ଼ ଖବର; ସୋନପୁର-ସମ୍ବଲପୁର ରାସ୍ତାରେ ଭୟଙ୍କ ବସ୍ ଦୁର୍ଘଟଣା: ଅନେକ ଯାତ୍ରୀ ଗୁରୁତର

ସୋନପୁର: ସୋନପୁର-ସମ୍ବଲପୁର ରାସ୍ତାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଡୁଡୁପାଲିରେ ୨ଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଅନେକ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହାସହିତ ଦୁର୍ଘଟଣାରେ ଜଣେ ଡ୍ରାଇଭର ଫସି ରହିଥିବା ମଧ୍ୟ ଜଣାଯାଇଛି । ତେବେ ଆହତମାନଙ୍କୁ ଉଦ୍ଧାର କରି ସୋନପୁର ମେଡିକାଲ ନିଆଯାଉଛି ।

Get real time updates directly on you device, subscribe now.