fbpx

ବରମୁଣ୍ଡା ବସ୍ ଟର୍ମିନାଲକୁ ବସ୍ ବନ୍ଦ: ନୂଆ ନିୟମକୁ ନେଇ ବସ୍ ଷ୍ଟାଣ୍ଡରେ ଉତ୍ତେଜନା

ଭୁବନେଶ୍ୱର: ନିକଟରେ ନୂଆ କରି ନିର୍ମାଣ ହୋଇଛି ବରମୁଣ୍ଡା ବସ୍ ଟର୍ମିନାଲ । ଅତ୍ୟାଦୁନିକ ସେବା-ସୁବିଧା ସହିତ ବରମୁଣ୍ଡା ବସ୍ ଟର୍ମିନାଲ ଏକ ନୂଆ ରୂପ ପାଇଛି । ତେବେ ଆଜି ବସ୍ ଟର୍ମିନାଲ ଭିତରକୁ ବସ୍ ଯିବା ପାଇଁ ବନ୍ଦ କରାଯାଇଛି । ବସ୍ ଷ୍ଟାଣ୍ଡର ନୂଆ ନିୟମକୁ ନେଇ ଟର୍ମିନାଲରେ ଉତ୍ତେଜନା ଦେଖାଦେଇଛି । ନିୟମ ନ ଜଣାଇ ଡ୍ରାଇଭର ଏବହ ହେଲପରଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏହି ମାମଲାକୁ ନେଇ ଡ୍ରାଇଭର ସଂଘର ତରଫରୁ ପ୍ରତିବାଦ କରାଯାଇଛି ।

Get real time updates directly on you device, subscribe now.