fbpx

୧ ଡିସେମ୍ବରରୁ ବସ୍ ଧର୍ମଘଟ, ନଭେମ୍ବର ୨୨ରୁ ବିଧାନସଭା ସମ୍ମୁଖରେ ମାଲିକଙ୍କ ଧାରଣା

ଭୁବନେଶ୍ୱର: ସରକାର ଦାବୀ ନ ମାନିଲେ ୧ ଡିସେମ୍ବରରୁ ରାଜ୍ୟ ତମାମ ବସ୍ ଧର୍ମଘଟ ହେବ ବୋଲି ଘରୋଇ ବସ୍ ମାଲିକ ସଂଘ ଚେତାବନୀ ଦେଇଛି । ପ୍ରଥମେ ନଭେମ୍ବର ୨୨ରୁ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ବସ୍ ମାଲିକ । ଯଦି ସରକାର ସେମାନଙ୍କ ଦାବୀ ନ ଶୁଣନ୍ତି ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ସହ ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ ।

ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ ଏ ବିଷୟରେ ସୂଚନା ଦେଇଛନ୍ତି । ବସ୍ ଧର୍ମଘଟ ପୂର୍ବରୁ ୨୨ ତାରିଖରେ ୧୦୦୦ରୁ ଅଧିକ ବସ୍ ମାଲିକ ନିଜର ଦାବୀ ପୂରଣ ପାଇଁ ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.