ଟିକାକରଣ ପରେ CAA ଲାଗୁ

ନୂଆଦିଲ୍ଲୀ,୧୨ ।୨: ଦେଶରେ କରୋନା ଟିକାକରଣ ପରେ ଲାଗୁ ହେବ CAA। ନାଗରିକତା ସଂଶୋଧନ ଆଇନ ଲାଗୁ ହେବ। କୌଣସି ଭାରତୀୟଙ୍କ ଯିବ ନାହିଁ ନଗରିକତା। ସିଏଏ ଅଧୀନରେ ଆସୁଛନ୍ତି ପଶ୍ଚିମବଙ୍ଗର ମତୁଆ ସମ୍ପ୍ରଦାୟ। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି।