fbpx

ବଢିଲା କ୍ୟାବିନେଟ୍ ସଚିବଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ କାର୍ଯ୍ୟକାଳକୁ ଆଉ ଏକବର୍ଷ ବୃଦ୍ଧି କରାଯାଇଛି । ଏ ନେଇ କ୍ୟାବିନେଟ୍ ଆପଏଣ୍ଟମେଣ୍ଟ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀ ଗୌବାଙ୍କ କାର୍ଯ୍ୟକାଳ ଆସନ୍ତା ୩୦ ତାରିଖରେ ଶେଷ ହୋଇଥାନ୍ତା । ଏଥିପୂର୍ବରୁ ତାଙ୍କ କାର୍ଯ୍ୟକାଳକୁ ଆଉ ୧ବର୍ଷ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.