ଉପସ୍ଥାପିତ ହେଲା ସିଏଜି ରିପୋର୍ଟ

ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପନ ହେଲା ସିଏଜି ରିପୋର୍ଟ । ୨୦୨୦-୨୧ର ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ । ସିଏଜି ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ । ସାଧାରଣ, ସାମାଜିକ ଓ ରାଜସ୍ୱ କ୍ଷେତ୍ରର ରିପୋର୍ଟ ଉପସ୍ଥାପିତ ।