fbpx

World Cup-2023; ନେଦରଲାଣ୍ଡ ବିପକ୍ଷରେ ବୋଲିଂ କଲେ ଅଧିନାୟକ ରୋହିତ: ଦୀର୍ଘ ବର୍ଷ ପରେ ବୋଲିଂରେ ଜଲୱା

ନୂଆଦିଲ୍ଲୀ: ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ଏକ ଅଜବ ଏବଂ ବିରଳ ଘଟଣା ଦେଖିବାକୁ ମିଳିଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ନେଦରଲାଣ୍ଡ ବିପକ୍ଷରେ ଅଦ୍ଭୁତ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଏହି ମ୍ୟାଚରେ ପ୍ରଥମ ଥର ପାଇଁ ଭାରତର ୯ ଜଣ ଖେଳାଳି ବୋଲିଂ କରିଛନ୍ତି । ଏଥି ସହ ଦୀର୍ଘ ବର୍ଷ ପରେ ବୋଲିଂ ଆଉ ଏକ ୱିକେଟ ନିଜ ନାମରେ କରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ । କ୍ରିକେଟ ଇତିହାସରେ ନବମ ୱିକେଟ ନିଜ ନାମରେ କରିଛନ୍ତି କ୍ୟାପ୍ଟେନ ରୋହିତ । ଏହି ବିଜୟ ସହ ରୋହିତ ସେନା ଏକମାତ୍ର ଅପରାଜେୟ ଦଳ ଭାବରେ ବିଶ୍ୱକପର ସେମି ଫାଇନାଲରେ ପହଞ୍ଚିଛି ।

Get real time updates directly on you device, subscribe now.