fbpx
BJD SKY
BJD SKY

ଜମ୍ମୁ-କାଶ୍ମୀର: ଗାଡ଼ିରେ ବ୍ୟାଟେରୀ ବୋମା ବିସ୍ଫୋରଣ ! ୩ ଯବାନ ଆହତ

BJD

ଜମ୍ମୁ-କାଶ୍ମୀର ସୋପିଆନରେ ଏକ ବିସ୍ଫୋରଣରେ ୩ ସୁରକ୍ଷାକର୍ମୀ ଆହତ । ଏହି ବିସ୍ଫୋରଣ ଏକ ଗାଡ଼ିରେ ହୋଇଛି । ତେବେ ବର୍ତ୍ତମାନ ଫରେନ୍ସିକ୍ ଟିମ୍ ପହଞ୍ଚି ଯାଞ୍ଚ କରୁଛି । କୁହାଯାଉଛି ଯେ ଗାଡ଼ିରେ ବ୍ୟାଟେରୀ ବମ ଯୋଗେ ବିସ୍ପୋରଣ କରାଯାଇଛି ।

ସୂଚନାଯୋଗ୍ୟ, ଗତ କିଛି ଦିନରୁ ହିନ୍ଦୁ ବିଶେଷକରି କାଶ୍ମୀରୀ ପଣ୍ଡିତଙ୍କୁ ଟାର୍ଗେଟ କରାଯାଉଛି । ମଙ୍ଗଳବାର କାଶ୍ମୀର ଘାଟୀରେ ଜଣେ ହିନ୍ଦୁ ଶିକ୍ଷକଙ୍କ ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.