Browsing Category

ବାଣିଜ୍ୟ

Instagram ଲଞ୍ଚ କଲା ନୂଆ ଫିଚର: ଏଣିକି ନିଜ ନିଜ ପ୍ରୋଫାଇଲରେ ମନ ପସନ୍ଦର ଗୀତ ରଖିପାରିବେ ୨୪୦ କୋଟି ୟୁଜର୍ସ

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆର ପ୍ରାଧାନ୍ୟ ବଢ଼ିବାରେ ଲାଗିଛି । ତେଣୁ ବିଭିନ୍ନ ସୋସିଆଲ ମିଡ଼ିଆ କମ୍ପାନୀମାନେ ୟୁଜର୍ସଙ୍କ ରୁଚିକୁ ଦୃଷ୍ଟିରେ ରଖି ନୂଆ ନୂଆ ଫିଚର୍ସ ଆଣୁଛନ୍ତି । ତେବେ ଏହା ମଧ୍ୟରେ ସୋସିଆଲ…

ଜିଓ ଜାରି କଲା ଚେତାବନୀ, ପଢ଼ନ୍ତୁ ସାଇବର ଠକଙ୍କଠାରୁ ବଞ୍ଚିବାର କିଛି ଖାସ୍ ଟିପ୍ସ

ମୁମ୍ବାଇ: ସାଇବର ଠକେଇ କ୍ଷେତ୍ରରେ ବୃଦ୍ଧିକୁ ଦେଖି ରିଲାଏନ୍ସ ଜିଓ ନିଜ ଉପଭୋକ୍ତାମାନଙ୍କ ପାଇଁ ଚେତାବନୀ ଜାରି କରିଛି । ଠକଙ୍କଠାରୁ ନିଜକୁ କିପରି ରକ୍ଷାକରାଯାଇପାରିବ, ସେନେଇ କିଛି ଟିପ୍ସ ସେୟାର କରିଛି ଜିଓ ।…

ସାବଧାନ୍ ! ଏତିକି ଦିନ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟରୁ କରନ୍ତୁ କାରବାର, ନଚେତ୍ ଆକାଉଣ୍ଟ ହୋଇଯିବ ବନ୍ଦ

ନୂଆଦିଲ୍ଲୀ: ଆଜି ସମସ୍ତଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି । ବ୍ୟାଙ୍କ ଆକାଉଣ୍ଟର କାରଣ ସମସ୍ତଙ୍କ ପାଇଁ ଅଲଗା ରହିଛି । ବିଭିନ୍ନ ସୁବିଧା ପାଇବା ପାଇଁ ସମସ୍ତେ ବ୍ୟାଙ୍କ ଆକାଉଣ୍ଟଗୁଡିକ ବ୍ୟବହାର କରୁଛନ୍ତି । ସଞ୍ଚୟ…

କେବେଠାରୁ ଆରମ୍ଭ ହେବ ସୁଭଦ୍ରା ଯୋଜନା? ଜାଣି ରଖନ୍ତୁ କେଉଁଠି କିପରି କରିବେ ଆବେଦନ

ଓଡ଼ିଶା ଭାସ୍କର: ନୂଆ ସରକାରଙ୍କ ପ୍ରତିଶ୍ରୁତି ଅନୁସାରେ ଓଡ଼ିଶାରେ ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏହି ଯୋଜନା ନେଇ ଆଜି ଏସଓପି ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…

Poco Pad 5G Launch: ଭାରତରେ ପୋକୋ ଲଞ୍ଚ କଲା ନିଜର ପ୍ରଥମ ଟାବଲେଟ୍, ରହିଛି ୧୦୦୦୦mAhର ଦମଦାର ବ୍ୟାଟେରୀ

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ପୋକେ ନିଜର ପ୍ରଥମ ଟାବଲେଟ୍ ନେଇ ଆସିଛି । ସାଓମୀର ଏହି ସବ-ବ୍ରାଣ୍ଡ ଏକ ଦମଦାର ଟାବଲେଟରେ ୧୦୦୦୦ଏମଏଏଚର ଶାନଦାର ବ୍ୟାଟେରୀ ସୁବିଧା ରହିଛି । କମ୍ପାନୀ ପକ୍ଷରୁ ଟାବଲେଟର ଡିଜାଇନ ଓ…

FASTagକୁ ନେଇ ନୂଆ ନିୟମ ଜାରି କଲା RBI: ଏଣିକି ୟୁଜର୍ସଙ୍କୁ ବାରମ୍ବାର ଫାଷ୍ଟ୍ୟାଗ ରିଚାର୍ଜ କରିବାକୁ ପଡ଼ିବନି!

ନୂଆଦିଲ୍ଲୀ: ଫାଷ୍ଟ୍ୟାଗ ୟୁଜର୍ସଙ୍କ ପାଇଁ ଆରବିଆଇ ପକ୍ଷରୁ ଆସିଛି ଏକ ନୂଆ ନିୟମ । ଏଣିକି ଫାଷ୍ଟ୍ୟାଗ ୟୁଜର୍ସଙ୍କୁ ବାରମ୍ବାର ଫାଷ୍ଟ୍ୟାଗ ରିଚାର୍ଜ କରିବାକୁ ପଡ଼ିବ ନାହିଁ । ଏହି ନୂଆ ନିୟମ ଅନୁସାରେ, କିଛି ସେବା…

ସୁଭଦ୍ରା ଯୋଜନାରେ ମିଳିବ ୧୦ ହଜାର ଟଙ୍କା… କିଏ ପାଇବେ ସୁବିଧା? କେଉଁମାନଙ୍କୁ ବାଦ୍ ଦେବେ ସରକାର?

ଓଡ଼ିଶା ଭାସ୍କର: ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟର ପ୍ରତି ମହିଳାମାନଙ୍କୁ ଏକ ବଡ଼ ଖୁସି ଖବର ଦିଆଯାଇଛି । ବିଧାନସଭାରେ ଆଜି ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାର ଯୁବତୀ ତଥା ମହିଳାମାନଙ୍କ…

Big Breaking… ସୁଭଦ୍ରା ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ: ମୁଖ୍ୟମନ୍ତ୍ରୀ ଜାରି କଲେ ଏସଓପି

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ସୁଭଦ୍ରା ଯୋଜନାକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ଏହି ଯୋଜନା ସମ୍ପର୍କରେ ଏସଓପି ଜାରି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିର୍ବାଚନ ସମୟରେ ବିଜେପି ଘୋଷଣା…

RBI ଜାରି କଲା ହଲିଡେ ଲିଷ୍ଟ: ଅଗଷ୍ଟ ୨୪ରୁ ଲଗାତର ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଚଳିତ ମାସରେ କ୍ରମାଗତ ତିନି ଦିନ ଧରି ବ୍ୟାଙ୍କ ବନ୍ଦ ରହିବ । ତେଣୁ ଜରୁରୀ କାମ ଥିଲେ ଗ୍ରାହକମାନେ ଆଗୁଆ ସେମାନଙ୍କର କାମ ସାରିଦେବା ଉଚିତ । ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ସେବା ବନ୍ଦ…

BSNLର ଶସ୍ତା ପ୍ଳାନ୍: ମାତ୍ର ଏତିକି ଟଙ୍କା ରିଚାର୍ଜରେ ପାଇପାରିବେ ୩୯୫ ଦିନର ଭାଲିଡିଟି

BSNL ଗତ କିଛି ମାସ ମଧ୍ୟରେ ନିଜ ୟୁଜର୍ସମାନଙ୍କ ପାଇଁ ଅନେକ ଶସ୍ତା ରିଚାର୍ଜ ପ୍ଲାନ ଆରମ୍ଭ କରିଛି । ବେସରକାରୀ କମ୍ପାନୀଗୁଡିକର ରିଚାର୍ଜ ପ୍ଲାନ ମହଙ୍ଗା ହୋଇଯାଉଥିବାରୁ ଲକ୍ଷ ଲକ୍ଷ ୟୁଜର୍ସ ସରକାରୀ ଟେଲିକମ୍…